Looking for our company website?  
AgroStar Krishi Gyaan
Pune, Maharashtra
16 Oct 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଭେଣ୍ଡିରେ ପତ୍ର ଝିଣ୍ଟିକାର ନିୟନ୍ତ୍ରଣ
କୀଟଗୁଡ଼ିକ ପତ୍ର ଭିତରେ ଅଣ୍ଡା ଦେଇଥାନ୍ତି ଏବଂ ଏହି କାରଣରୁ ଦେଖାଯାଏ ନାହିଁ । ଏହାର ଛୋଟ ଏବଂ ବଡ଼ କୀଟଗୁଡ଼ିକ ଚାରାଗଛଗୁଡ଼ିକୁ ଶୋଷିନିଅନ୍ତି, ଏହାଦ୍ୱାରା ପତ୍ରର ସ୍ତରଗୁଡ଼ିକ କମ୍‌ ହୋଇଯାଏ ଏବଂ ପତ୍ରର ଆକାର କପ୍‌ ପରି ହୋଇଯାଏ। 10ଲିଟର ପାଣିରେ 5 ମିଲି ଲେଖାଁଏ ବୁପ୍ରୋଫେଜିନ୍‌ 70 ଡିଏଫ୍‌ କିମ୍ବା 4 ଗ୍ରାମ ଲେଖାଏଁ ଥିଆମେଥୋଜାମ୍‌ 25 ଡବ୍ଲୁଜି ସିଞ୍ଚନ କରନ୍ତୁ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
172
21