Looking for our company website?  
AgroStar Krishi Gyaan
Pune, Maharashtra
18 Nov 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ବାଇଗଣ ଫଳ ବିନ୍ଧାରେ ଆପଣ କେଉଁ କୀଟନାଶକ ସିଞ୍ଚନ କରୁଛନ୍ତି ?
ଯଦି ଫଳ ତୋଳିବା ସମୟରେ ଏହି ଲାଭାର ସଂକ୍ରମଣ ଯୋଗୁଁ 5 କିମ୍ବା 5%ରୁ ଅଧିକ ସଂକ୍ରମିତ ଫଳ ଚିହ୍ନଟ ହୁଏ, ତେବେ 10 ଲିଟର ପାଣିରେ 10 ମିଲି ହାରରେ ଥିଆକ୍ଲୋପ୍ରିଡ୍‌ 21.7 SC କିମ୍ବା 5 ମିଲିହାରରେ ଲାମ୍ବଡା ସିହେଲୋଥ୍ରିନ୍‌ 5 EC କିମ୍ବା 5 ମିଲି ହାରରେ ସାଇପରମେଥ୍ରୀନ 3%+ କ୍ୟୁନାଲଫୋସ୍‌ 20% EC କିମ୍ବା 10 ମିଲି ହାରରେ ପିରିପ୍ରୋକ୍ସିଫେନ୍‌ 5% + ଫେନପ୍ରୋପାଥ୍ରୀନ 15% EC ସିଞ୍ଚନ କରନ୍ତୁ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
45
8