Looking for our company website?  
AgroStar Krishi Gyaan
Pune, Maharashtra
21 Feb 19, 06:00 AM
ଦିନ ର ଟିପ୍ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଭେଣ୍ଡିରେ ଫଳ ବିନ୍ଧା କୀଟର ଦମନ
ଭେଣ୍ଡିରେ ଫଳ ବିନ୍ଧା କୀଟ ଆକ୍ରମଣର ଦମନ ପାଇଁ ୱାନ-ଅପ ପମ୍ପ ପିଛା ୭ ମିଲି ହିସାବରେ ସିଞ୍ଚନ କରନ୍ତୁ | ଫଳରେ ଛୋଟ ରନ୍ଧ୍ର ଏବଂ ବଙ୍କା ଫଳରୁ ବିନ୍ଧା କୀଟ ଆକ୍ରମଣର ଚିହ୍ନଟ ସହଜରେ ହୋଇପାରିବ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
3
0