Looking for our company website?  
AgroStar Krishi Gyaan
Pune, Maharashtra
17 Sep 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
କପା ଥ୍ରୀପ୍ସ୍‌(କୀଟ)ର ନିୟନ୍ତ୍ରଣ
ମୌସୁମୀ ସମୟରେ କିମ୍ୱା ଦୁଇଟି ଜଳସେଚନର ସର୍ବାଧିକ ବ୍ୟବଧାନରେ କିମ୍ବା ବର୍ଷା ହେଉନଥିବା ସମୟରେ ଏହି ଥ୍ରୀପ୍ସ୍‌(କୀଟ)ର ବହୁଳତା ବୃଦ୍ଧି ପାଏ ||ଥ୍ରୀପ୍ସ୍‌ ପତ୍ରର ପୃଷ୍ଠକୁ ଢିଲା କରିଦିଏ ଏବଂ ରସକୁ ଶୋଷି ନିଏ, ସଂକ୍ରମିତ ପତ୍ରକୁ ଖରାପ ଏବଂ ନିକୃଷ୍ଟ କରିଦିଏ ଏବଂ କୋଣକୁ ମୋଡିଦିଏ | ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତି 10 ଲିଟର ପାଣିରେ ସ୍ପିନେଟୋରମ 11.7 ଏସସି @ 5 ମିଲିଲିଟର କିମ୍ୱା ଏସିଫେଟ 50%+ ଇମିଡାକ୍ଲୋପ୍ରିଡ 1.8 ଏସସି @ 10 ମିଲିଲିଟର ସ୍ପ୍ରେ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
12
0