AgroStar Krishi Gyaan
Pune, Maharashtra
30 Apr 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଗ୍ରୀଷ୍ମ ୠତୁ ଧାନରେ ମାଟିଆ ଗଛ ଡି଼ଆ ପୋକର ନିୟନ୍ତ୍ରଣ
ପ୍ରତି 10 ଲିଟର ପାଣିରେ ଇମିଡାକ୍ଲୋପ୍ରିଡ 17.8 SL @ 3 ମିଲିଲିଟର କିମ୍ୱା ଆସେଟାମିପ୍ରିଡ 20 SP @ 4 ଗ୍ରାମ କିମ୍ୱା ଡିନୋଟୋଫୁରାନ 20 SG @ 4 ଗ୍ରାମ ସ୍ପ୍ରେ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
117
16