Looking for our company website?  
AgroStar Krishi Gyaan
Pune, Maharashtra
18 Sep 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ସୋୟାବିନରେ ଆସ କୀଟର ନିୟନ୍ତ୍ରଣ
ସାଧାରଣତଃ ବୟସ୍କ ଆସ୍‌ କୀଟ ପତ୍ରର ଧାରକୁ ଖାଇବା ଆରମ୍ଭ କରିଥାଏ ଏବଂ ସେହି ସମୟରେ ରନ୍ଧ୍ରଗୁଡ଼ିଏ ସୃଷ୍ଟି କରିଥାଏ | କୀଟନାଶକ ସ୍ପ୍ରେ କରିବାକୁ ତରବର ହୁଅନ୍ତୁ ନାହିଁ(ଶୀଘ୍ରତା କରନ୍ତୁ ନାହିଁ) କାରଣ ସାଧାରଣତଃ ଏହାର ବହୁଳତା କମ୍‌ ମିଳିଥାଏ |ଯେହେତୁ ଆସ କୀଟକୁ ନିୟନ୍ତ୍ରିତ କରାଯାଇପାରିବ, ସ୍ପ୍ରେ କରିବା କାର୍ଯ୍ୟ ଅନ୍ୟକୀଟ ମାନଙ୍କ ପାଇଁ ମଧ୍ୟ କରାଯାଇପାରିବ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
3
0