Looking for our company website?  
AgroStar Krishi Gyaan
Pune, Maharashtra
04 Apr 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଗ୍ରୀଷ୍ମକାଳୀନ ମକା ଫସଲରେ କ୍ଷତିକାରକ କୀଟ (ଆଫିଡ଼)ର ନିୟନ୍ତ୍ରଣ
ପ୍ରତି 10 ଲିଟର ପାଣିରେ ଥିଆମେଥୋସ୍କାମ୍‌ 12.6% + ଲାମ୍ବଡ଼ା ସାଇହେଲେଥ୍ରୀନ 9.5% ଜେଡ଼ସି (ZC) @ 2.5 ମି.ଲି. ମିଶାଇ ସ୍ପ୍ରେ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
19
0