Looking for our company website?  
AgroStar Krishi Gyaan
Pune, Maharashtra
21 Apr 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ନଡ଼ିଆ ରେ ବୁଢିଆଣୀ ପରି ପୋକ
ଏକ ପ୍ଲାଷ୍ଟିକ ବ୍ୟାଗରେ 10 ଲିତର ପାଣିରେ ଫେନୋପ୍ରୋସ୍କିମେଟ୍‌ 5 ଇସି (EC) @ 10 ମି.ଲି. ମିଶାନ୍ତୁ ଏବଂ ରୁଟ୍‌ ଫିଡ଼ିଙ୍ଗ ପଦ୍ଧତି ମାଧ୍ୟମରେ ପ୍ରୟୋଗ କରନ୍ତୁ | ନିୟମିତ ଭାବରେ 2-3 ମାସ ବ୍ୟବଧାନରେ ତାହା ପୁନରାବୃତ୍ତି କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
95
3