Looking for our company website?  
AgroStar Krishi Gyaan
Pune, Maharashtra
21 Aug 19, 10:00 AM
ଆନ୍ତଃରାଷ୍ଟ୍ରୀୟ କୃଷିଡ଼େଲିଫ୍ଲୋର ଏନଏଲ୍‌
ହେମପୁଷ୍ପ ଚାଷ
କଟା ଯାଇଥିବା ହେମ ପୁଷ୍ପ ଗଛରୁ ଚେର ବାହାରିବା ପାଇଁ ନର୍ସରୀ ଟ୍ରେ ରେ ଲଗାଯାଇଥାଏ ଏକ ରୋପଣକାରୀ (ଟ୍ରାନ୍ସପ୍ଲାଣ୍ଟର) ସାହାଯ୍ୟରେ, ପଲିହାଉସରେ ତଳି ରୋପଣ କରାଯାଏ | ଫୁଲର ଗୁଣବତ୍ତା ଏବଂ ଆକାର ବୃଦ୍ଧି ପାଇଁ ପ୍ଲାଣ୍ଟ ଡେବ୍ୟୁଡିଙ୍ଗର ବ୍ୟବହାର କରାଯାଏ | ଅଧିକନ୍ତୁ, ଫୁଲକୁ ବଜାରକୁ ପଠାଇବା ପାଇଁ ପ୍ୟାକ୍‌ କରାଯାଏ | ଉତ୍ସ: ଡ଼େଲିଫ୍ଲୋର ଏନଏଲ୍‌
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
137
0