AgroStar Krishi Gyaan
Pune, Maharashtra
27 Apr 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ବନ୍ଧାକୋବି ର କ୍ଷତିକାରକ କୀଟ ର ନିୟନ୍ତ୍ରଣ
ପ୍ରତି 10 ଲିଟର ପାଣିରେ ଏସିଟାମିପ୍ରିଡ଼ 20 ଏସପି (SP) @ 3 ମି.ଲି. କିମ୍ବା ଡ଼ିଆଫେନଥିୟୁରନ୍‌ 50 ଡ଼ବ୍ୟୁଲପି (WP) @ 10 ଗ୍ରାମ୍‌ କିମ୍ବା ଟୋଲଫେନଫ୍ରେଡ଼ 15 ଇସି (EC) @ 10 ଗ୍ରାମ୍‌ ମିଶାଇ ସ୍ପ୍ରେ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
81
8