Looking for our company website?  
AgroStar Krishi Gyaan
Pune, Maharashtra
20 Feb 19, 06:00 AM
ଦିନ ର ଟିପ୍ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଟମାଟୋ ଫଳର ନିମ୍ନ ଭାଗରେ କଳା ଦାଗ
ଯଦି ଟମାଟୋ ଫଳର ନିମ୍ନ ଭାଗରେ କଳା ଦାଗ ଦେଖାଦିଏ, ଏହା ଏକ ରୋଗ ନୁହେଁ, କିନ୍ତୁ ପୋଷଣର ଅଭାବ ଅଟେ | ଚେଲାଟିଡ କ୍ୟାଲସିଅମ ୦.୫/ଲିଟର ସିଞ୍ଚନ କରନ୍ତୁ କିମ୍ବା କ୍ୟାଲସିଅମ ନାଇଟ୍ରେଟ ଏକର ପିଛା ୩ କେଜି ବୁନ୍ଦା ସିଞ୍ଚନ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
0
0