AgroStar Krishi Gyaan
Pune, Maharashtra
10 Aug 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଟମାଟୋରେ ଫଳ ବିନ୍ଧା କୀଟର ନିୟନ୍ତ୍ରଣ କରିବା ପାଇଁ ଜୌବ କୀଟନାଶକ
ପ୍ରତି ହେକ୍ଟର ପିଛା ନୁକ୍ଲିୟର ପୋଲିହେଡ୍ରୋସିସ୍‌ ଭାଇରସ୍‌ (ଏନ୍‌ପିଭି) @ 250 ଏଲ‍ଇ ସିଞ୍ଚନ କରନ୍ତୁ ଏବଂ ଏନ୍‌ପିଭିର କାର୍ଯ୍ୟ ଦକ୍ଷତା ବଢାଇବା ପାଇଁ ପ୍ରତି ପମ୍ପରେ 15 ଗ୍ରାମ୍‌ ଗୁଡ଼ ମିଶାନ୍ତୁ | ପରେ, ଦ୍ୱିତୀୟ ଥର ପ୍ରତି ହେକ୍ଟର ପିଛା ବିଟି ଆଧରିତ ପାଉଡ଼ର @ 1 କିଲୋଗ୍ରାମ୍‌, ବାସିଲସ୍‌ ଥୁରିଙ୍ଗନେସି ସହିତ ମିଶାଇ ସିଞ୍ଚନ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
8
0