Looking for our company website?  
AgroStar Krishi Gyaan
Pune, Maharashtra
26 Oct 19, 06:30 PM
ଜୈବିକ ଚାଷଏଗ୍ରୋୱନ
ଜୈବିକ କାର୍ବନର ଲାଭ
• ଏହା ମୃତ୍ତିକାର ଭୌତିକ ସଂରକ୍ଷଣ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରେ | • ଯେମିତି ଯେମିତି ମୃତ୍ତିକା କଣିକା ର ଆକାର କମ୍‌ ହୋଇଯିବ, ମୃତ୍ତିକାର କଣିକାର ସଂଖ୍ୟା ବଢିଯିବ ଏବଂ ମୃତ୍ତିକାର ବାୟବୀକରଣରେ ଉନ୍ନତି ହେବ | • ମୃତ୍ତିକାରେ ଥିବା ରାସାୟନିକ ନାଇଟ୍ରୋଜେନର ଧାରଣ କ୍ଷମତା ହ୍ରାସ ପାଏ | • ଏହା ହାଲୁକା ମୃତ୍ତିକାର ଜଳ ଧାରଣ କ୍ଷମତାକୁ ବୃଦ୍ଧି କରେ | କଳା ମୃତ୍ତିକାରେ, ନିଷ୍କାସନ ପ୍ରଣାଳୀକୁ ବୃଦ୍ଧି କରାଏ |"
• ଧୂସର ମୃତ୍ତିକାର ପିଏଚର (6.5 ରୁ7.5) ରକ୍ଷଣାବେକ୍ଷଣ କରିବାରେ ସାହାଯ୍ୟ କରେ | • ମୃତ୍ତିକାରେ ଥିବା ବ୍ୟାକ୍ଟେରିଆ ର କ୍ଷମତା ବୃଦ୍ଧି କରାଏ ଯାହାଦ୍ୱାରା ପୋଷକତତ୍ତ୍ୱର ଉପଲବ୍ଧତାକୁ ବଢିଥାଏ | • ଏହା ଫସ୍‌ଫରସ ଉପଲବ୍ଧତାକୁ ବଢାଇଥାଏ | • ଏହା ମୃତ୍ତିକା କ୍ଷୟକୁ କମ୍‌ କରେ ଏବଂ ମୃତ୍ତିକା ଗଠନକୁ ଉନ୍ନତ କରାଏ | ଉତ୍ସ: ଏଗ୍ରୋୱନ” ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
190
0