AgroStar Krishi Gyaan
Pune, Maharashtra
24 Apr 19, 10:00 AM
ଆନ୍ତଃରାଷ୍ଟ୍ରୀୟ କୃଷିଉତ୍ସ : ମିଡିଆକମ ଏଏଲ
"ଡ୍ରୋନ୍ ମାଧ୍ୟମରେ ଫସଲ ସ୍ୱାସ୍ଥ୍ୟ ଆଂକଳନ କରିବା
କୃଷିରେ ଡ୍ରୋନ୍ ମାଧ୍ୟମରେ କୀଟନାଶକ ସ୍ପ୍ରେ କରିବା ହେଉଛି ଏକ ନୂତନ ଟେକନିକ୍ | ଡ୍ରୋନ୍ ଆଧାରିତ ଅନ୍ ମ୍ୟାନ୍ ଏରିଅଲ୍ ଭେୟିକିଲ୍ (UAV) ପ୍ରକୃତ ସମୟରେ ଫାର୍ମ ଅଞ୍ଚଳରରେ ସରଳଭାବରେ ସ୍କାଉଟିଙ୍ଗ, ସଠିକ୍ ସୂଚନା ସଂଗ୍ରହ ଏବଂ ଡାଟା ଟ୍ରାନ୍ସମିସନ୍ କରିପାରିବ | ଏହି
କ୍ଷମତା ଜମି ଏବଂ ଫସଲ ସ୍ୱାସ୍ଥ୍ୟ କୁ ଆଂକଳନ କରିବା ପାଇଁ ଆଞ୍ଚଳିକ ସ୍ଥରରେ ଫାର୍ମିଂ ସେକ୍ଟର କୁ ସମୃଦ୍ଧ କରିବା ପାଇଁ ବ୍ୟବହାର ହୋଇପାରିବ | ଫସଲର ରୋଗ ବ୍ୟାପିବା କୁ ପ୍ରତିରୋଧ କରିବା ପାଇଁ ଡ୍ରୋନ୍ ମାଧ୍ୟମରେ କୀଟନାଶକ ସ୍ପ୍ରେ କରିବା ପାଇଁ ବ୍ୟବହାର ହୋଇପାରେ | ମାତ୍ର ଅଧ ଘଣ୍ଟାରେ ଫାର୍ମରେ ଡ୍ରୋନ୍ ମାଧ୍ୟମରେ କୀଟନାଶକ ସ୍ପ୍ରେ କରାଯାଇପାରିବ |
ଉତ୍ସ : ମିଡିଆକମ ଏଏଲ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍ ଅପ୍ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍ କରନ୍ତୁ |