Looking for our company website?  
AgroStar Krishi Gyaan
Pune, Maharashtra
08 Jul 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଆପଣ ଏହି ପୂର୍ବ ପ୍ରସ୍ତୁତ ମିଶ୍ରଣ ବିଷୟରେ ସଚେତନ ଅଟନ୍ତି କି ?
ନୋବାଲୁରୋନ 5.25% +ଏମାମେକ୍ଟିନ ବେଞ୍ଜଏଟ 0.99 % ଏସସି ହେଉଛି ଗୋଟିଏ ପୂର୍ବ ପ୍ରସ୍ତୁତ କୀଟନାଶକ, ଯାହାକି ଏବେ ବଜାରରେ ଉପଲବ୍ଧ କରାଯାଇଛି l ଏହା ସମ୍ବାଳୁଆ ଉପଦ୍ରୁତ ଲଙ୍କା, ବନ୍ଧାକୋବି, ହରଡ଼ ଏବଂ ଧାନ ଫସଲରେ ଅତ୍ୟନ୍ତ ଫଳପ୍ରଦ ଅଟେ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
19
0