Looking for our company website?  
AgroStar Krishi Gyaan
Pune, Maharashtra
27 Jun 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଚିନାବାଦାମ ଅତ୍ୟଧିକ ଉତ୍ପାଦନ ପାଇଁ ଉପଯୁକ୍ତ ପୋଷଣ ପରିଚାଳନା
କୃଷକଙ୍କ ନାମ:ଶ୍ରୀ ବିପୁଲ ରାଥୋଡ ରାଜ୍ୟ: ଗୁଜୁରାଟ ଟିପ୍‌: ପ୍ରତି ଏକର, ମାଟିରେ DAP 50 କିଲୋଗ୍ରାମ୍‌, 3 କିଲୋଗ୍ରାମ୍‌ ସଲଫର 90% ମିଶାଇ ଦେବା ଦରକାର |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
632
50