Looking for our company website?  
AgroStar Krishi Gyaan
Pune, Maharashtra
29 Aug 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ସର୍ବାଧିକ ହଳଦୀ ଉତ୍ପାଦନ ପାଇଁ ଉପଯୁକ୍ତ ପୋଷକତତ୍ତ୍ୱର ପରିଚାଳନା
କୃଷକଙ୍କ ନାମ: ଶ୍ରୀ. ସରଭନା ରାଜ୍ୟ: କର୍ଣ୍ଣାଟକ ଟିପ୍‌: ପ୍ରତି ଏକର ପିଛା ଡ୍ରିପ୍‌ ମାଧ୍ୟମରେ 19:19:19@3 କିଲୋଗ୍ରାମ୍‌ ଦେବା ଉଚିତ ଏବଂ ପ୍ରତି ପମ୍ପରେ 20 ଗ୍ରାମ୍‌ ମାଇକ୍ରୋନ୍ୟୁଟ୍ରିଏଣ୍ଟ ସ୍ପ୍ରେ କରନ୍ତୁ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
469
38