Looking for our company website?  
AgroStar Krishi Gyaan
Pune, Maharashtra
06 Feb 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଉତ୍କୃଷ୍ଟ ମାନର ଲେମ୍ବୁର ଉତ୍ତମ ବୃଦ୍ଧିପାଇଁ ଉପଯୁକ୍ତ ସାର ପ୍ରୟୋଗ
କୃଷକଙ୍କ ନାମ - ଶ୍ରୀ ଗୋପୀ ରାଜ୍ୟ - ଆନ୍ଧ୍ର ପ୍ରଦେଶ ପରାମର୍ଶ - ଏକର ପିଛା ୧୯:୧୯:୧୯:୧୯ ହିସାବରେ ୩ କେଜି ପ୍ରୟୋଗ କରନ୍ତୁ, ଏବଂ ବୁନ୍ଦା ସିଞ୍ଚନ ମାଧ୍ୟମରେ ହ୍ୟୁମିକ ଏସିଡ ୫୦୦ ଗ୍ରାମ ଦିଆଯିବା ଉଚିତ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
1085
154