AgroStar Krishi Gyaan
Pune, Maharashtra
17 Jul 19, 10:00 AM
ଆନ୍ତଃରାଷ୍ଟ୍ରୀୟ କୃଷିକାଲିଫୋର୍ଣ୍ଣିଆ ଖାଦ୍ୟ ଏବଂ କୃଷି ବିଭାଗ”
“ବାଦାମର ଅମଳ ଏବଂ ପ୍ରକ୍ରିୟାକରଣ
1. ବାଦାମ ଉତ୍ପାଦନ କ୍ରସ୍‌ ପରାଗ ସଂଗମ ଦ୍ୱାରା କରାଯାଇଥାଏ ଏବଂ ମହୁ ମାଛି ପରାଗ ସଂଗମର ଉଦ୍ଦେଶ୍ୟକୁ ପୂରା କରିଥାଏ ଏବଂ କୃଷକଙ୍କ ଅତିରିକ୍ତ ଆୟକୁ ମଧ୍ୟ ବୃଦ୍ଧି କରିଥାଆନ୍ତି | 2. ଜୁଲାଇରେ ଫଳ ପରିପକ୍ୱତା ଅବସ୍ଥାରେ ପହଞ୍ଚିଯାଇଥାଏ ଯେତେବେଳେ ଏହା ଖୋଲି ବିଭାଜିତ ହୋଇଯାଏ ତାହା ଅମଳ କରିବାର ସଠିକ୍‌ ସମୟ ହୋ‍ଇଥାଏ | 3. ଟ୍ରି ସେକର୍‌(ଗଛ ହଲାଇବା) ମେସିନ୍‌ ବ୍ୟବହାର କରି ଫଳକୁ ତଳେ ପକାଯାଇଥାଏ | 4. 5-7 ଦିନ ପର୍ଯ୍ୟନ୍ତ ଫଳକୁ ଶୁଖାଇବା ପରେ, ହାର୍ଭେଷ୍ଟର ବ୍ୟବହାର ଫଳଗୁଡ଼ିକୁ ଜମିରୁ ଉଠାଯାଏ ଏବଂ ତାପରେ ପ୍ରକ୍ରିୟାକରଣ ପାଇଁ ପଠାଯାଏ | ଉତ୍ସ: କାଲିଫୋର୍ଣ୍ଣିଆ ଖାଦ୍ୟ ଏବଂ କୃଷି ବିଭାଗ”
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
192
0