AgroStar Krishi Gyaan
Pune, Maharashtra
22 Apr 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଅଧିକତମ ମକ୍କା ର ଚାଷ ପାଇଁ ପର୍ଯ୍ୟାପ୍ତ ପୋଷକ ତତ୍ତ୍ଵ ଓ ଜଳ ପ୍ରବନ୍ଧନ
"କୃଷକଙ୍କର ନାମ- ଶ୍ରୀ ରାମତୀର୍ଥ ରାଜ୍ୟ- ଉତ୍ତରପ୍ରଦେଶ ଟିପ୍ - ଏକର ପ୍ରତି 50 କେଜି ୟୁରିଆ ଦିଆଯିବା ଉଚିତ; ଆହୁରି ମଧ୍ୟ ମୃତ୍ତିକା ର ପ୍ରକାର ଅନୁସାରେ ପ୍ରତି 6-7 ଦିନ ବ୍ଯବଧାନ ରେ ସେଚନ କରାଯିବା ଉଚିତ।"
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
31
1