AgroStar Krishi Gyaan
Pune, Maharashtra
19 Jun 19, 10:00 AM
ଆନ୍ତଃରାଷ୍ଟ୍ରୀୟ କୃଷିCome to village
ଏକ ଆଖୁ କାଟିବା ଯନ୍ତ୍ର କୃଷି (ଚାଷ) ଉପକରଣର ଏକ ବଡ ଅଂଶ ଅଟେ ଯାହାକୁ ଆଖୁ ଫସଲ କାଟିବାରେ ଏବଂ ଆଂଶିକ ରୂପେ ବ୍ୟବହାର କରାଯାଏ |
“ଅସଲିଭାବରେ୧୯୨୦ ଦଶନ୍ଧିରେ ବିକଶିତ ହେଲା, ଏହା କାର୍ଯ୍ୟରେ ଏବଂ ଡିଜାଇନରେ ସଂଯୁକ୍ତ ଅମଳକାରୀ ପରି ସମାନ ଅଟେ lଗୋଟିଏ ଟ୍ରକରେ ଜରୁରୀକାଳୀନ ଭାବରେ ଗଛିତ ରଖିବା ପାଇଁଗୋଟିଏ ପାତ୍ର, ତତସହିତ ମେକାନିକାଲ ବର୍ଦ୍ଧିତାଂଶ,ମେସିନ ମୂଳ ଭାଗରୁ କାଣ୍ଡ ଗୁଡିକୁ କାଟିଦିଏ,ପତ୍ର ଗୁଡିକୁ ଛଡାଇଦିଏ,ଏବଂ ତାପରେ ଆଖୁକୁ ଖଣ୍ଡ ଖଣ୍ଡ କରି କାଟେ l ତାପରେଏଗୁଡିକ ସେଠାରେ ଥିବା ପାତ୍ରରେ ଗଛିତ ରହେ କିମ୍ବା ପାର୍ଶ୍ୱରେ ଥିବାଗୋଟିଏ ଯାନରେ ଗଛିତ ହୁଏ l ବର୍ଜ୍ୟବସ୍ତୁ ତା ପରେ ଜମିକୁ ନିଆଯାଏ ଯେଉଁଠାରେ କି ଏହା ସାର ରୂପେ କାମ କରେ l ଉତ୍ସ:କମ ଟୁ ଭିଲେଜ"
524
1